ବନ୍ଦ କରନ୍ତୁ

ରାଜ୍ୟ

ବତୀଘର

ବତୀଘର

ପ୍ରକାଶିତ ହୋଇଛି: 26/04/2018

ପୂର୍ବ ଉପକୂଳର ପ୍ରଥମ ବତୀଘର ଜିଲ୍ଲା ପର୍ଯ୍ୟଟନ ମାନଚିତ୍ର ରେ ସ୍ଵତନ୍ତ୍ର ସ୍ଥାନ ବିମଣ୍ଡନ କରିଛି । ପାରାଦ୍ଵୀପ ବନ୍ଦର ନିର୍ମାଣର ଯଥେଷ୍ଟ ପୂର୍ବରୁ ବଙ୍ଗୋପସାଗର ରେ ପଣ୍ୟ ବାହି ଜାହାଜ ଗୁଡିକର କାରବାର ନିମନ୍ତେ ସାହାରା ସାଜିଥିବା ଏହି ବତୀଘର ଏବେ ପର୍ଯ୍ୟଟକ ମାନଙ୍କ ପାଇଁ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିଛି। ବ୍ରିଟିଶ ଶାସନ କାଳରେ ମହାନଦୀ ର ଉତ୍ତର ପାର୍ଶ୍ଵରେ ଥିବା ଫଲ୍ସ ପଏଣ୍ଟ ଠାରେ ଜାହାଜ ଗୁଡିକ ଲଙ୍ଗର ପକାଉ ଥିଲେ […]

ଅଧିକ