ଗହୀର ମଥା
ପ୍ରକାଶିତ ହୋଇଛି: 26/04/2018ଅଲିଭ ରିଡଲେ କଇଁଛ ଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ନିକଟବର୍ତୀ ସ୍ଥାନ ଗହୀରମଥା ବିଶ୍ଵପ୍ରସିଦ୍ଧ । ସୁଦୂର ପ୍ରଶାନ୍ତ ମହାସାଗର ରୁ ଲକ୍ଷ ଲକ୍ଷ କଇଁଛ ମାନେ ଗହିର ମଥା ସମୁଦ୍ର କୁଳକୁ ଅଣ୍ଡା ଦାନ ପାଇଁ ଆସନ୍ତି । ଗହିରମଥା ର ପ୍ରକୃତିକ ପରିବେଶ ପର୍ଯ୍ୟଟକ ମାନଙ୍କୁ ବେଶ୍ ଆକର୍ଷିତ କରି ଥାଏ । ଏହି କଇଁଛ ମାନଙ୍କ ସୁରକ୍ଷା ପାଇଁ ସରକାର ସ୍ଵତନ୍ତ୍ର ବ୍ୟବସ୍ଥା କରିଛନ୍ତି।
ଅଧିକ