ବନ୍ଦ କରନ୍ତୁ

ବିଶ୍ୱବ୍ୟାପୀ

ଅଲିଭ ରିଡଲେ

ଗହୀର ମଥା

ପ୍ରକାଶିତ ହୋଇଛି: 26/04/2018

ଅଲିଭ ରିଡଲେ କଇଁଛ ଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ନିକଟବର୍ତୀ ସ୍ଥାନ ଗହୀରମଥା ବିଶ୍ଵପ୍ରସିଦ୍ଧ । ସୁଦୂର ପ୍ରଶାନ୍ତ ମହାସାଗର ରୁ ଲକ୍ଷ ଲକ୍ଷ କଇଁଛ ମାନେ ଗହିର ମଥା ସମୁଦ୍ର କୁଳକୁ ଅଣ୍ଡା ଦାନ ପାଇଁ ଆସନ୍ତି । ଗହିରମଥା ର ପ୍ରକୃତିକ ପରିବେଶ ପର୍ଯ୍ୟଟକ ମାନଙ୍କୁ ବେଶ୍ ଆକର୍ଷିତ କରି ଥାଏ । ଏହି କଇଁଛ ମାନଙ୍କ ସୁରକ୍ଷା ପାଇଁ  ସରକାର ସ୍ଵତନ୍ତ୍ର  ବ୍ୟବସ୍ଥା  କରିଛନ୍ତି।

ଅଧିକ