ଶିକ୍ଷା
ସର୍ବ ଶିକ୍ଷା ଅଭିଯାନ କେନ୍ଦ୍ରାପଡ଼ା ଏକ ନଜରରେ
- ଜିଲ୍ଲା ଶିକ୍ଷା ଅଧିକାରୀ କାର୍ୟାଳୟ ସଂଖ୍ୟା : ୦୧
- ବ୍ଲକ ଶିକ୍ଷା ଅଧିକାରୀ କାର୍ୟାଳୟ ସଂଖ୍ୟା :୦୯
- ଗ୍ରାମ ପଞ୍ଚାୟତ ସଂଖ୍ୟା : ୨୪୯
- ଏ ବି ଈଓ କମ୍ ବି ଆର ସି ସି ନିୟୋଜିତ ସଂଖ୍ୟା୦୯
- ସି ଆର ସି ସି ନିୟୋଜିତ୧୫୩
- ସରକାରୀ ପ୍ରାଥମିକ ବିଦ୍ୟାଳୟ ୧ମ-୫ମ ସଂଖ୍ୟା (୧୧୦୩+୫ଟି ଆର ଡବ୍ଲୁ)=୧୧୦୮
- ସରକାରୀ ପ୍ରାଥମିକ ବିଦ୍ୟାଳୟ ସହିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ((୧ମ-୭ମ) ସଂଖ୍ୟା୪୬୦ +୪ଟି ଆର ଡବ୍ଲୁ) =୪୬୪
- ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା (୬ଷ୍ଠ-୭ମ ) -୭୮
- ମୋଟ୍ ସରକାରୀ ବିଦ୍ୟାଳୟ ସଂଖ୍ୟା (୧ମ-୫ମ+ ୧ମ -୭ମ+ ୬ଷ୍ଠ-୭ମ) -୧୬୫୦
- ସରକାରୀ ଉଚ୍ଚ ବିଦ୍ୟାଳୟ ସଂଖ୍ୟା(୧ମ ରୁ ୧୦ମ) -୫୩
- ସରକାରୀ ଉଚ୍ଚ ବିଦ୍ୟାଳୟ ସଂଖ୍ୟା(୬ଷ୍ଠ ରୁ ୧୦ମ) -୬୨
- ସରକାରୀ ଉଚ୍ଚ ବିଦ୍ୟାଳୟ ସଂଖ୍ୟା (୮ମ ରୁ ୧୦ମ ) -୮୩
- ମୋଟ୍ ସରକାରୀ ଉଚ୍ଚ ବିଦ୍ୟାଳୟ ସଂଖ୍ୟା(୧ମ ରୁ ୧୦ମ+ ୬ଷ୍ଠ ରୁ ୧୦ମ+ ୮ମ ରୁ ୧୦ମ)-୧୯୮
- ସାହାଯ୍ୟପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା ୧ମ-୫ମ) -୨୩
- ସାହାଯ୍ୟପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟ ସହିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା(୧ମ ରୁ ୭ମ) -୦୨
- ସାହାଯ୍ୟପ୍ରାପ୍ତ ବିଦ୍ୟାଳୟ ସଂଖ୍ୟା(୬ଷ୍ଠ ରୁ ୭ମ) -୯୯
- ସାହାଯ୍ୟପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ସଂଖ୍ୟା -୧୬୨
- ମୋଟ୍ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟ ସଂଖ୍ୟା- ୨୮୬
- ବେସରକାରୀ ଅଣସାହାଯ୍ୟପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା୧ମ୫ମ) -୪୦
- ବେସରକାରୀ ଅଣସାହାଯ୍ୟପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟ ସହିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା(୧ମ ରୁ ୭ମ)-୯୧
- ବେସରକାରୀ ଅଣସାହାଯ୍ୟପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା(୬ଷ୍ଠ ରୁ ୭ମ) -୧
- ବେସରକାରୀ ଅଣସାହାଯ୍ୟପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ସଂଖ୍ୟା( ୧ମ ରୁ ୧୦ମ+ ୬ଷ୍ଠ ରୁ ୧୦ମ+ ୮ମ ରୁ ୧୦ମ)-୧୪
- ମୋଟ୍ ବେସରକାରୀ ଅଣସାହାଯ୍ୟପ୍ରାପ୍ତ ବିଦ୍ୟାଳୟ -୧୪୬
- ବେସରକାରୀ ଅଣସ୍ଵୀକୃତିପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା ୧ମ୫ମ) -୫୧
- ବେସରକାରୀ ଅଣସ୍ଵୀକୃତିପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟ ସହିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା(୧ମ ରୁ ୭ମ) -୪୨
- ବେସରକାରୀ ଅଣସ୍ଵୀକୃତିପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା(୬ଷ୍ଠ- ରୁ ୭ମ) -୦୧
- ବେସରକାରୀ ଅଣସ୍ଵୀକୃତିପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ସଂଖ୍ୟା (୧ମ ରୁ ୧୦ମ+ ୬ଷ୍ଠ ରୁ ୧୦ମ+ ୮ମ ରୁ ୧୦ମ)-୦୪
- ମୋଟ୍ ବେସରକାରୀ ଅଣସ୍ଵୀକୃତିପ୍ରାପ୍ତ ବିଦ୍ୟାଳୟ ସଂଖ୍ୟା-୯୮
- ମୋଟ୍ ବିଦ୍ୟାଳୟ ସଂଖ୍ୟା-(୨୩୭୮୯ ଟି ଟିଆରଡବ୍ଲୁ ସମେତ)
- ଅଙ୍ଗନବାଡି କେନ୍ଦ୍ର-୧୮୮୩
- ଶିଶୁ ସଂଖ୍ୟା୬ ୧୪ ବର୍ଷ ) -୧୮୯୦୮୨
- ମୋଟ୍ ପଞ୍ଜୀକରଣ-୧୮୯୦୮୨
- ମୋଟ୍ ଶିକ୍ଷକ ସରକାରୀ) ସଂଖ୍ୟା୬୭୫୫ ଜେ ଟି +ଏସ୍ ଏସ୍ ସମେତ )
- ମୋଟ୍ କନିଷ୍ଠ ଶିକ୍ଷକ ସଂଖ୍ୟାଜେ ଟି) -୭୧୦
- ମୋଟ୍ ଏସ୍ ଏସ୍ ସଂଖ୍ୟା- ୭୨୪
ସଂଯୋଗ ନମ୍ବର : ୦୬୭୨୭୨୨୦୫୪୭/୨୨୦୫୬୨
ଇମେଲ : ssa_knd[at]rediffmail[dot]com