ବନ୍ଦ କରନ୍ତୁ

ଜିଲ୍ଲା କଲ୍ୟାଣ ବିଭାଗ

ଶ୍ରୀ କାଳିନ୍ଦୀ ଚରଣ ଭୋଇ , ଓକସେ  ଜିଲ୍ଲା କଲ୍ଯାଣ ଅଧିକାରୀ ଭାବେ ୨୬.୯.୨୦୧୫ ରୁ କାର୍ଯ୍ୟରତ।

କଲ୍ୟାଣ ବିଭାଗ ଅଧିନସ୍ଥ ଶିକ୍ଷା ଅନୁଷ୍ଠାନ
କ୍ରମିକ ସଂଖ୍ୟା ଶିକ୍ଷା ଅନୁଷ୍ଠାନ ର ନାମ ମଣ୍ଡଳ ନାମ ଛାତ୍ରାବାସ ପ୍ରକାର ଶ୍ରେଣୀ ସଂଖ୍ୟା ଛାତ୍ରାବାସ କ୍ଷମତା
୬ ଅନୁସୂଚିତ ଜନଜାତି ୭ ଅନୁସୂଚିତ ଜାତି ୮ ମନ୍ତବ୍ୟ
କୁଳସହି ଆଶ୍ରମ ବିଦ୍ୟାଳୟ ପଟ୍ଟାମୁଣ୍ଡାଇ ଛାତ୍ର ଓ ଛାତ୍ରୀ  ୧ ରୁ ୮ ୨୦୦ ୨୦
ପଦନିପାଳ ଆଶ୍ରମ ବିଦ୍ୟାଳୟ ଆଳି ୧ ରୁ ୭ 0 0 ଦିବ୍ଯାଧ୍ଯାୟ
ମହାଦେଇପାଟଣ ଆବାସିକ ବିଦ୍ୟାଳୟ  ଆଳି ଛାତ୍ର ଓ ଛାତ୍ରୀ ୧ ରୁ ୭ ୨୦୦ ୨୦
ତିଖିରି ଆବାସିକ ବିଦ୍ୟାଳୟ ମହାକାଳପଡ଼ା ଛାତ୍ର ଓ ଛାତ୍ରୀ ୧ ରୁ ୫ ୨୦୦ ୨୦
ବେରୁହାଁଆବାସିକ ବିଦ୍ୟାଳୟ ମାର୍ଶାଘାଇ ଛାତ୍ର ଓ ଛାତ୍ରୀ ୧ ରୁ ୫ ୨୦୦ ୨୦
ଧୂମାନ୍ତ ସେବାଶ୍ରମ କେନ୍ଦ୍ରାପଡ଼ା   ଛାତ୍ରୀ ୧ ରୁ ୫ ୧୦୦ ୧୦
ନାଗପୁରା ସେବାଶ୍ରମ କେନ୍ଦ୍ରାପଡ଼ା ଛାତ୍ରୀ ୧ ରୁ ୮ ୧୦୦ ୧୦
ପଟ୍ଟାମୁଣ୍ଡାଇ ସେବାଶ୍ରମ ପଟ୍ଟାମୁଣ୍ଡାଇ ୧ ରୁ ୫ 0 0 ଦିବ୍ଯାଧ୍ଯାୟ
କଖାରୁଣୀ ସେବାଶ୍ରମ ପଟ୍ଟାମୁଣ୍ଡାଇ ୧ ରୁ ୫ 0 0 ଦିବ୍ଯାଧ୍ଯାୟ

ବିଭାଗର ମୁଖ୍ୟ କାର୍ଯ୍ୟ କଳାପ

  •  ନିର୍ଯାତନ। ର ଶିକାର ହୋଇଥିବା ଦଳିତ ହିତାଧିକ।ରିଙ୍କୁ   ଆର୍ଥିକ ସହାୟତା
  • ଅସବର୍ଣ୍ଣ  ବିବାହ – ଆର୍ଥିକ ସହାୟତା
  • ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଏବଂ ପଛୁଆ ବର୍ଗର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମାଟ୍ରିକ ପୂର୍ବବର୍ତ୍ତୀ ବୃତ୍ତି
  •  ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ଅଳ୍ପ ସଂଖ୍ୟକ ଏବଂ ପଛୁଆ ବର୍ଗର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମାଟ୍ରିକ ପରବର୍ତୀ ବୃତ୍ତି
  • ଜଙ୍ଗଲ ଅଧିକାର