ଜିଲ୍ଲା କଲ୍ୟାଣ ବିଭାଗ
ଶ୍ରୀ କାଳିନ୍ଦୀ ଚରଣ ଭୋଇ , ଓକସେ ଜିଲ୍ଲା କଲ୍ଯାଣ ଅଧିକାରୀ ଭାବେ ୨୬.୯.୨୦୧୫ ରୁ କାର୍ଯ୍ୟରତ।
କ୍ରମିକ ସଂଖ୍ୟା | ଶିକ୍ଷା ଅନୁଷ୍ଠାନ ର ନାମ | ମଣ୍ଡଳ ନାମ | ଛାତ୍ରାବାସ ପ୍ରକାର | ଶ୍ରେଣୀ ସଂଖ୍ୟା | ଛାତ୍ରାବାସ କ୍ଷମତା | ||
---|---|---|---|---|---|---|---|
୧ | ୨ | ୩ | ୪ | ୫ | ୬ ଅନୁସୂଚିତ ଜନଜାତି | ୭ ଅନୁସୂଚିତ ଜାତି | ୮ ମନ୍ତବ୍ୟ |
୧ | କୁଳସହି ଆଶ୍ରମ ବିଦ୍ୟାଳୟ | ପଟ୍ଟାମୁଣ୍ଡାଇ | ଛାତ୍ର ଓ ଛାତ୍ରୀ | ୧ ରୁ ୮ | ୨୦୦ | ୨୦ | |
୨ | ପଦନିପାଳ ଆଶ୍ରମ ବିଦ୍ୟାଳୟ | ଆଳି | ୧ ରୁ ୭ | 0 | 0 | ଦିବ୍ଯାଧ୍ଯାୟ | |
୩ | ମହାଦେଇପାଟଣ ଆବାସିକ ବିଦ୍ୟାଳୟ | ଆଳି | ଛାତ୍ର ଓ ଛାତ୍ରୀ | ୧ ରୁ ୭ | ୨୦୦ | ୨୦ | |
୪ | ତିଖିରି ଆବାସିକ ବିଦ୍ୟାଳୟ | ମହାକାଳପଡ଼ା | ଛାତ୍ର ଓ ଛାତ୍ରୀ | ୧ ରୁ ୫ | ୨୦୦ | ୨୦ | |
୫ | ବେରୁହାଁଆବାସିକ ବିଦ୍ୟାଳୟ | ମାର୍ଶାଘାଇ | ଛାତ୍ର ଓ ଛାତ୍ରୀ | ୧ ରୁ ୫ | ୨୦୦ | ୨୦ | |
୬ | ଧୂମାନ୍ତ ସେବାଶ୍ରମ | କେନ୍ଦ୍ରାପଡ଼ା | ଛାତ୍ରୀ | ୧ ରୁ ୫ | ୧୦୦ | ୧୦ | |
୭ | ନାଗପୁରା ସେବାଶ୍ରମ | କେନ୍ଦ୍ରାପଡ଼ା | ଛାତ୍ରୀ | ୧ ରୁ ୮ | ୧୦୦ | ୧୦ | |
୮ | ପଟ୍ଟାମୁଣ୍ଡାଇ ସେବାଶ୍ରମ | ପଟ୍ଟାମୁଣ୍ଡାଇ | ୧ ରୁ ୫ | 0 | 0 | ଦିବ୍ଯାଧ୍ଯାୟ | |
୯ | କଖାରୁଣୀ ସେବାଶ୍ରମ | ପଟ୍ଟାମୁଣ୍ଡାଇ | ୧ ରୁ ୫ | 0 | 0 | ଦିବ୍ଯାଧ୍ଯାୟ |
ବିଭାଗର ମୁଖ୍ୟ କାର୍ଯ୍ୟ କଳାପ
- ନିର୍ଯାତନ। ର ଶିକାର ହୋଇଥିବା ଦଳିତ ହିତାଧିକ।ରିଙ୍କୁ ଆର୍ଥିକ ସହାୟତା
- ଅସବର୍ଣ୍ଣ ବିବାହ – ଆର୍ଥିକ ସହାୟତା
- ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଏବଂ ପଛୁଆ ବର୍ଗର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମାଟ୍ରିକ ପୂର୍ବବର୍ତ୍ତୀ ବୃତ୍ତି
- ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ଅଳ୍ପ ସଂଖ୍ୟକ ଏବଂ ପଛୁଆ ବର୍ଗର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମାଟ୍ରିକ ପରବର୍ତୀ ବୃତ୍ତି
- ଜଙ୍ଗଲ ଅଧିକାର