ଜିଲ୍ଲା ସମ୍ବନ୍ଧରେ

୧୯୯୩ ମସିହା ଏପ୍ରିଲ ପହିଲାରେ ଅବିଭକ୍ତ କଟକ ଜିଲ୍ଲାରୁ ପୃଥକ ହୋଇ କେନ୍ଦ୍ରାପଡ଼ା ଏକ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ପାଏ। ଓଡିଶାର ପୂର୍ବ ଉପକୂଳରେ ଅବସ୍ଥିତ ଏହି ଜିଲ୍ଲା ଶିକ୍ଷା ଶାସନ ଓ ସଂସ୍କୃତି ଦୃଷ୍ଟିରୁ ବେଶ ଏକ ସମୃଦ୍ଧଶାଳୀ ପରିଚୟ ବହନ କରେ । ସିଦ୍ଧ ଶ୍ରୀ ବଳଦେବପୀଠ ତୁଳସୀକ୍ଷେତ୍ର ରୂପେ କେନ୍ଦ୍ରାପଡ଼ା ସୁବିଦିତ

ଅଧିକ ଦେଖନ୍ତୁ

ଏକ ନଜରରେ ଜିଲ୍ଲା

  • କ୍ଷେତ୍ରଫଳ: ୨୬୪୪ Sq. Km.
  • ଜନସଂଖ୍ୟା: ୧୪୪୦୩୬୧
  • ଭାଷା: ଓଡ଼ିଆ
  • ଗ୍ରାମ :  ୧୫୯୨
  • ପ୍ରଦର୍ଶିତ ପାଇଁ କୌଣସି ପୋଷ୍ଟ ନାହିଁ
Collector Kendrapara
ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଭା ପ୍ର ସେ

ଫଟୋ ଗ୍ୟାଲେରୀ