ଜିଲ୍ଲା ସମ୍ବନ୍ଧରେ
୧୯୯୩ ମସିହା ଏପ୍ରିଲ ପହିଲାରେ ଅବିଭକ୍ତ କଟକ ଜିଲ୍ଲାରୁ ପୃଥକ ହୋଇ କେନ୍ଦ୍ରାପଡ଼ା ଏକ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ପାଏ। ଓଡିଶାର ପୂର୍ବ ଉପକୂଳରେ ଅବସ୍ଥିତ ଏହି ଜିଲ୍ଲା ଶିକ୍ଷା ଶାସନ ଓ ସଂସ୍କୃତି ଦୃଷ୍ଟିରୁ ବେଶ ଏକ ସମୃଦ୍ଧଶାଳୀ ପରିଚୟ ବହନ କରେ । ସିଦ୍ଧ ଶ୍ରୀ ବଳଦେବପୀଠ ତୁଳସୀକ୍ଷେତ୍ର ରୂପେ କେନ୍ଦ୍ରାପଡ଼ା ସୁବିଦିତ